ଅଭିରାଦ୍ଧ Abhirāddha

  • ସଂ. ବିଣ. (ଅଭି+ରା ଧାତୁ=ଆରାଧନା କରିବା+କର୍ମ. ତ) — ଆରାଧିତ — Entreated
  • ସଂ. ବିଣ. (ଅଭି+ରା ଧାତୁ=ଆରାଧନା କରିବା+କର୍ମ. ତ) — ପୂଜିତ — Adored
  • ସଂ. ବିଣ. (ଅଭି+ରା ଧାତୁ=ଆରାଧନା କରିବା+କର୍ମ. ତ) — ପ୍ରସାଦିତ — Favoured
  • ସଂ. ବିଣ. (ଅଭି+ରା ଧାତୁ=ଆରାଧନା କରିବା+କର୍ମ. ତ) — ସେବିତ — Attended; looked after