ଅଭିଲାଭିଲା Abhilābhilā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅତି ନିର୍ଲଜ୍ଜ — Very immodest
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ନିର୍ଲଜ୍ଜ; ଉପହାସ୍ୟାସ୍ପଦ — Shameless
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅଭିଲାଭିଲା, ଅଭିଲା ବେଇଁଚି ମାଙ୍କଡ ପିଲା—ଢଗ।