ଅଭିରତ Abhirata

  • ସଂ. ବିଣ. ପୁଂ. (ଅଭି+ରମ ଧାତୁ+କର୍ତ୍ତୃ. ତ) — (ଅମୁକ କାର୍ଯ୍ୟରେ) ଏକାନ୍ତ ଆସକ୍ତ; ଅନୁରକ୍ତ — Attached to
  • ସଂ. ବିଣ. ପୁଂ. (ଅଭି+ରମ ଧାତୁ+କର୍ତ୍ତୃ. ତ) — ନିରତ; କାର୍ଯ୍ୟରେ ଲାଗିଥିବା; ନିଯୁକ୍ତ
  • ସଂ. ବିଣ. ପୁଂ. (ଅଭି+ରମ ଧାତୁ+କର୍ତ୍ତୃ. ତ) — (ଯଥା—କର୍ମାଭିରତ।)
  • ସଂ. ବିଣ. ପୁଂ. (ଅଭି+ରମ ଧାତୁ+କର୍ତ୍ତୃ. ତ) — ଅନନ୍ୟମନା ହୋଇ ଲାଗିଥିବା
  • ସଂ. ବିଣ. ପୁଂ. (ଅଭି+ରମ ଧାତୁ+କର୍ତ୍ତୃ. ତ) — ପ୍ରୀତ — Pleased or contented with
  • ସଂ. ବିଣ. ପୁଂ. (ଅଭି+ରମ ଧାତୁ+କର୍ତ୍ତୃ. ତ) — ଦତ୍ତମନା — Attentive to
  • ସଂ. ବିଣ. ପୁଂ. (ଅଭି+ରମ ଧାତୁ+କର୍ତ୍ତୃ. ତ) — ବିଶ୍ରାନ୍ତ — Reposing (M.W.)
  • ସଂ. ବିଣ. ପୁଂ. (ଅଭି+ରମ ଧାତୁ+କର୍ତ୍ତୃ. ତ) — ଅମୁକ କାର୍ଯ୍ୟ କରୁଥିବା