ଅଭିଳାଷ Abhiḻāsha
- ସଂ. ବି. (ଅଭି+ଲଷ ଧାତୁ+ଭାବ. ଅ) — ବାଞ୍ଛା; ଇଚ୍ଛା — Wish; desire
- ସଂ. ବି. (ଅଭି+ଲଷ ଧାତୁ+ଭାବ. ଅ) — ସ୍ପୃହା — Longing
- ସଂ. ବି. (ଅଭି+ଲଷ ଧାତୁ+ଭାବ. ଅ) — ଲୋଭ — Lust; avarice
- ସଂ. ବି. (ଅଭି+ଲଷ ଧାତୁ+ଭାବ. ଅ) — ଅନୁରାଗ — Love; affection
- ସଂ. ବି. (ଅଭି+ଲଷ ଧାତୁ+ଭାବ. ଅ) — କୌଣସି କାର୍ଯ୍ୟ ପ୍ରତି ଆଗ୍ରହ