ଅବଲୋକ Abaloka

  • ସଂ. ବି. (ଅବ+ଲୋକ ଧାତୁ=ଚାହିଁବା+ଭାବ. ଅ) — ଅବଲୋକନ (ଦେଖ) — Abalokana (See)
  • ସଂ. ବି. (ଅବ+ଲୋକ ଧାତୁ=ଚାହିଁବା+ଭାବ. ଅ) — ବିଧିରେ ତ ବେନି ମହୋତ୍ସବ ଅବଲୋକ, ବୃନ୍ଦାରକେ ଏହା ମିତ୍ର କରଣେ ବିବେକ। ଭଞ୍ଜ. ବୈଦେହୀଶବିଳାସ।