ଅବଲୋକିବା Abalokibā

  • ଦେ. ପଦ୍ୟ. କ୍ରି (ସଂ. ଅବଲୋକନ) — ଚାହିଁବା; ଦେଖିବା — To See
  • ଦେ. ପଦ୍ୟ. କ୍ରି (ସଂ. ଅବଲୋକନ) — ଏଣୁ ସେ ଦମ୍ପତି ସଦା ଅବଲୋକୁଥିଲେ, ପରସ୍ପର ସୌନ୍ଦର୍ଯ୍ୟରେ ଅନନ୍ତ ବିଶ୍ୱକୁ— ଚିନ୍ତାମଣି, ବିକ୍ରମାଦିତ୍ୟ।