ଅବଲେପନ Abalepana

  • ସଂ. ବି. (ଅବ+ଲିପ ଧାତୁ+ଭାବ. ଅନ) — ବିଲେପନ; ଲିପିବା — Smearing
  • ସଂ. ବି. (ଅବ+ଲିପ ଧାତୁ+ଭାବ. ଅନ) — ମ୍ରକ୍ଷଣ; ବୋଳିବା — Anointing
  • ସଂ. ବି. (ଅବ+ଲିପ ଧାତୁ+ଭାବ. ଅନ) — ଅହଂକାର ବା ଦର୍ପ ପ୍ରକାଶ — Arrogance