ଅବଲୋକନୀୟ Abalokanīya

  • ସଂ. ବିଣ (ଅବ+ଲୋକ ଧାତୁ=କର୍ମ. ଅନୀୟ) — ଦର୍ଶନୀୟ; ଦେଖିବାର ଯୋଗ୍ୟ — Fit to be seen