ଅବଲୋକିତ Abalokita

  • ସଂ. ବିଣ (ଅବ+ଲୋକ ଧାତୁ+କର୍ମ. ତ) — ଦୃଷ୍ଟ; ନିରୀକ୍ଷିତ — Seen; viewed; perceived
  • ସଂ. ବିଣ (ଅବ+ଲୋକ ଧାତୁ+କର୍ମ. ତ) — ପରିଦୃଷ୍ଟ — Observed; surveyed
  • ସଂ. ବି — (+ଭାବ. ତ) ଦର୍ଶନ; ଦୃଷ୍ଟି — Sight; view