ଅବମ Abama
- ସଂ. ବିଣ. (ଅବ ଧାତୁ=ରକ୍ଷା କରିବା+କର୍ମ. ଅମ; ଯାହାଠାରୁ ଆପଣାକୁ ରକ୍ଷା କରାଯାଏ) — ଅଧମ — Wretched
- ସଂ. ବିଣ. (ଅବ ଧାତୁ=ରକ୍ଷା କରିବା+କର୍ମ. ଅମ; ଯାହାଠାରୁ ଆପଣାକୁ ରକ୍ଷା କରାଯାଏ) — ନିକୃଷ୍ଟ; ନ୍ୟୂନ — Degraded; inferior
- ସଂ. ବିଣ. (ଅବ ଧାତୁ=ରକ୍ଷା କରିବା+କର୍ମ. ଅମ; ଯାହାଠାରୁ ଆପଣାକୁ ରକ୍ଷା କରାଯାଏ) — ଘୃଣିତ — Despised
- ସଂ. ବି. (ଜ୍ୟୋତିଷ) (ଏହା ଅଶୁଭ ଦିବସ ଥିବାରୁ) — ତ୍ର୍ୟହସ୍ପର୍ଶ- ଦିବସ — A day in which three lunar days combine