ଅବମନ୍ତା Abamantā

  • ସଂ. ବିଣ. ପୁଂ (ଅବ=ଅପକୃଷ୍ଟ+ମନ ଧାତୁ=ବୋଧ କରିବା+କର୍ତ୍ତୃ. ତୃ; ଅବମନ୍ତୃ 1 ମା. 1 ବ.) — ଅବମାନକାରୀ — Insulting
  • ସଂ. ବିଣ. ପୁଂ (ଅବ=ଅପକୃଷ୍ଟ+ମନ ଧାତୁ=ବୋଧ କରିବା+କର୍ତ୍ତୃ. ତୃ; ଅବମନ୍ତୃ 1 ମା. 1 ବ.) — ଅବଜ୍ଞାକାରୀ — Disregarding; slighting; neglecting
  • ସଂ. ବିଣ. ପୁଂ (ଅବ=ଅପକୃଷ୍ଟ+ମନ ଧାତୁ=ବୋଧ କରିବା+କର୍ତ୍ତୃ. ତୃ; ଅବମନ୍ତୃ 1 ମା. 1 ବ.) — ତିରସ୍କାରକାରୀ — Censuring; reprimanding; condemning