ଅବଭୃଥ Ababhṛutha
- ସଂ. ବି (ଅବ+ଭୃ. ଧାତୁ=ଭରଣ ବା ପୋଷଣ କରିବା+ ସଂଜ୍ଞାର୍ଥେ. କର୍ତ୍ତୃ. ଥ; ଯାହା ପ୍ରାଣିଗଣକୁ ପୋଷଣ କରେ; କାରଣ ଯଜ୍ଞ ଯୋଗୁଁ ବୃଷ୍ଟି ହୁଏ; ବୃଷ୍ଟିରୁ ଶସ୍ୟ ଉତ୍ପନ୍ନ ହୁଏ; ଶସ୍ୟରୁ ଅନ୍ନ ହୁଏ ଓ ଅନ୍ନରୁ ପ୍ରାଣିମାନେ ପୋଷି ହୁଅନ୍ତି) — ଯଜ୍ଞ — Vedic sacrifice
- ସଂ. ବି (ଅବ+ଭୃ. ଧାତୁ=ଭରଣ ବା ପୋଷଣ କରିବା+ ସଂଜ୍ଞାର୍ଥେ. କର୍ତ୍ତୃ. ଥ; ଯାହା ପ୍ରାଣିଗଣକୁ ପୋଷଣ କରେ; କାରଣ ଯଜ୍ଞ ଯୋଗୁଁ ବୃଷ୍ଟି ହୁଏ; ବୃଷ୍ଟିରୁ ଶସ୍ୟ ଉତ୍ପନ୍ନ ହୁଏ; ଶସ୍ୟରୁ ଅନ୍ନ ହୁଏ ଓ ଅନ୍ନରୁ ପ୍ରାଣିମାନେ ପୋଷି ହୁଅନ୍ତି) — ପ୍ରଧାନ ଯଜ୍ଞର ଅଙ୍ଗୀଭୂତ ଯଜ୍ଞବିଶେଷ; ଯଜ୍ଞ ସମ୍ବନ୍ଧରେ କୌଣସି ଅଙ୍ଗହାନି ବା ନ୍ୟୂନତା ବା ତ୍ରୁଟିପୂରଣାର୍ଥ ପ୍ରଧାନ ଯଜ୍ଞ ଶେଷରେ ଅନୁଷ୍ଠିତ ଯଜ୍ଞ — A supplementary sacrifice performed to compensate for all the shortcomings of the primary sacrifice
- ସଂ. ବି (ଅବ+ଭୃ. ଧାତୁ=ଭରଣ ବା ପୋଷଣ କରିବା+ ସଂଜ୍ଞାର୍ଥେ. କର୍ତ୍ତୃ. ଥ; ଯାହା ପ୍ରାଣିଗଣକୁ ପୋଷଣ କରେ; କାରଣ ଯଜ୍ଞ ଯୋଗୁଁ ବୃଷ୍ଟି ହୁଏ; ବୃଷ୍ଟିରୁ ଶସ୍ୟ ଉତ୍ପନ୍ନ ହୁଏ; ଶସ୍ୟରୁ ଅନ୍ନ ହୁଏ ଓ ଅନ୍ନରୁ ପ୍ରାଣିମାନେ ପୋଷି ହୁଅନ୍ତି) — ଯଜ୍ଞ ଶେଷରେ କରାଯିବା ସ୍ନାନ — Bath at the completion of a sacrifice
- ସଂ. ବି (ଅବ+ଭୃ. ଧାତୁ=ଭରଣ ବା ପୋଷଣ କରିବା+ ସଂଜ୍ଞାର୍ଥେ. କର୍ତ୍ତୃ. ଥ; ଯାହା ପ୍ରାଣିଗଣକୁ ପୋଷଣ କରେ; କାରଣ ଯଜ୍ଞ ଯୋଗୁଁ ବୃଷ୍ଟି ହୁଏ; ବୃଷ୍ଟିରୁ ଶସ୍ୟ ଉତ୍ପନ୍ନ ହୁଏ; ଶସ୍ୟରୁ ଅନ୍ନ ହୁଏ ଓ ଅନ୍ନରୁ ପ୍ରାଣିମାନେ ପୋଷି ହୁଅନ୍ତି) — ବିଧିମତ କର୍ମରେ ଅବଭୃଥ ସ୍ନାନ। କୃଷ୍ଣସିଂହ ମହାଭାରତ ଆଦି।