ଅବବୁଦ୍ଧ Ababuddha

  • ସଂ. ବିଣ. — (ଅବ+ବୁଧ ଧାତୁ=ଜାଣିବା+କର୍ମ. ତ)— ଯେଉଁ ବିଷୟ ଜଣା ଯାଇ ଅଛି; ପରିଜ୍ଞାତ — Known
  • ସଂ. ବିଣ. — ଅନୁଭୂତ — Experienced; felt
  • ସଂ. ବିଣ. — (ଅବ+ବୁଧ୍ ଧାତୁ+କର୍ତ୍ତୃ. ତ)—ଜ୍ଞାନୀ; ଜାଣିଥିବା — Knowing; wise
  • ସଂ. ବିଣ. — ପ୍ରବୁଦ୍ଧ; ଜାଗରିତ — Waking