ଅବମର୍ଦ୍ଦକ Abamarddaka

  • ସଂ. ବିଣ. ପୁଂ (ଅବ+ମୃଦ୍ ଧାତୁ+କର୍ତ୍ତୃ. ଅକ) — ଦଳନକାରୀ; ଉତ୍ପୀଡ଼କ — Oppressing
  • ସଂ. ବିଣ. ପୁଂ (ଅବ+ମୃଦ୍ ଧାତୁ+କର୍ତ୍ତୃ. ଅକ) — ଅବମାନକାରୀ — Disregarding; neglecting
  • ସଂ. ବିଣ. ପୁଂ (ଅବ+ମୃଦ୍ ଧାତୁ+କର୍ତ୍ତୃ. ଅକ) — ଉଚ୍ଛେଦକାରୀ — Destroying