ଅବମର୍ଦ୍ଦ Abamardda
- ସଂ. ବି (ଅବ+ମୃଦ ଧାତୁ=ମର୍ଦ୍ଦନକରିବା+ଭାବ. ଅ) — ଶତ୍ରୁକୃତ ନିର୍ଦ୍ଦୟ ପ୍ରହାର — Cruel beating by the enemy
- ସଂ. ବି (ଅବ+ମୃଦ ଧାତୁ=ମର୍ଦ୍ଦନକରିବା+ଭାବ. ଅ) — ଦଳନ; ଉତ୍ପୀଡ଼ନ — Oppression
- ସଂ. ବି (ଅବ+ମୃଦ ଧାତୁ=ମର୍ଦ୍ଦନକରିବା+ଭାବ. ଅ) — ଉଚ୍ଛେଦ; ଧ୍ୱଂସ — Destruction
- ସଂ. ବି (ଅବ+ମୃଦ ଧାତୁ=ମର୍ଦ୍ଦନକରିବା+ଭାବ. ଅ) — ଶତ୍ରୁ ନଗରାଦିର ଧ୍ୱଂସ — Destruction or razing to the ground of the enemy's town
- ସଂ. ବି (ଅବ+ମୃଦ ଧାତୁ=ମର୍ଦ୍ଦନକରିବା+ଭାବ. ଅ) — ଭିଡ଼ — Crowd; press