ଅବତର Abatara
- ସଂ. ବି. (ଅବ=ନିମ୍ନକୁ+ତୃ ଧାତୁ=ପାରି ହେବା; ଯିବା+ ଭାବ. ଅ) — ଅବତରଣ (ଦେଖ) — Abataraṇa (See)
- ଦେ. ବି. — ଭୂମି ବତର ବା ଓଦା ନ ଥିବା ଅବସ୍ଥା — Dry condition of the soil
- ଦେ. ବିଣ — ବର୍ଷା ପରେ ଓଦା ନ ଥିବା ବା ଶୁଖିଯାଇଥିବା (ଭୂମି) — (land) From which the moisture has dried up after rain