ଅବଢ଼ା Abaṟḍ̠ā

  • ଦେ. ବିଣ — ବଢ଼ା ହୋଇ ନ ଥିବା ଖାଦ୍ୟ — (food) Which has not been served or dealt out
  • ବି — ଅଭଡ଼ା (ଦେଖ) — Abhaṟḍ̠ā (See)
  • ବି — [ଦ୍ର—ଲୋକେ ସାଧାରଣତଃ ଅନ୍ନକୁ ହାଣ୍ଡିରୁ ପତ୍ର ବା ଥାଳି ଆଦିରେ ବାଢ଼ି ଖାଆନ୍ତି। ମାତ୍ର ଜଗନ୍ନାଥଙ୍କ ମହାପ୍ରସାଦକୁ ସେହି ହାଣ୍ଡିରେ, କୁଡ଼ିଆରେ ଅଥବା ଛେଲୁଆରେ ଖାଆନ୍ତି ବୋଲି ତାହାକୁ ଅଭଡ଼ା କୁହାଯାଏ]