ଅବଟୁ Abaṭu

  • ସଂ. ବି—(ଅବ ଧାତୁ=ରକ୍ଷା କରିବା+ସଂଜ୍ଞାର୍ଥେ. ଅଟୁ; ମନୁଷ୍ୟ ଆଘାତରୁ ରକ୍ଷା ପାଇବାପାଇଁ ହଠାତ୍ ବେକମୁଣ୍ଡାକୁ ଦେଖାଇଦେବାରୁ) — ବେକମୁଣ୍ଡା; ମସ୍ତକ ଓ ଦେହର ପଛଆଡ଼ର ସନ୍ଧିସ୍ଥାନ — The nape of the neck
  • ସଂ. ବି—(ଅବ ଧାତୁ=ରକ୍ଷା କରିବା+ସଂଜ୍ଞାର୍ଥେ. ଅଟୁ; ମନୁଷ୍ୟ ଆଘାତରୁ ରକ୍ଷା ପାଇବାପାଇଁ ହଠାତ୍ ବେକମୁଣ୍ଡାକୁ ଦେଖାଇଦେବାରୁ) — କୂଅ — Well
  • ସଂ. ବି—(ଅବ ଧାତୁ=ରକ୍ଷା କରିବା+ସଂଜ୍ଞାର୍ଥେ. ଅଟୁ; ମନୁଷ୍ୟ ଆଘାତରୁ ରକ୍ଷା ପାଇବାପାଇଁ ହଠାତ୍ ବେକମୁଣ୍ଡାକୁ ଦେଖାଇଦେବାରୁ) — ଗାତ — Hole in the ground
  • ସଂ. ବି—(ଅବ ଧାତୁ=ରକ୍ଷା କରିବା+ସଂଜ୍ଞାର୍ଥେ. ଅଟୁ; ମନୁଷ୍ୟ ଆଘାତରୁ ରକ୍ଷା ପାଇବାପାଇଁ ହଠାତ୍ ବେକମୁଣ୍ଡାକୁ ଦେଖାଇଦେବାରୁ) — ଏକପ୍ରକାର ବୃକ୍ଷ — A kind of tree