ଅବତବ Abataba
- ଦେ. ବିଣ. — ଉବୁଟୁବୁ; ଉବେଇଟୁବେଇ — About to be drowned
- ଦେ. ବିଣ. — ବ୍ୟତିବ୍ୟସ୍ତ; ବିପନ୍ନ — Overwhelmed with calamity
- ଦେ. ବିଣ. — ମୁମୂର୍ଷୁ — Dying; about to die
- ଦେ. ବିଣ. — ଅତ୍ୟନ୍ତ ଅବସାଦଯୁକ୍ତ; ଜଡ଼ୀଭୂତ — Much pulled down; worn out; spent
- ଦେ. ବି — ମୁମୂର୍ଷୁ ଅବସ୍ଥା — Dying condition
- ଦେ. ବି — ଉବେଇ ଟୁବେଇ ଅବସ୍ଥା — Drowning condition