ଅବତଂସ Abataṁsa

  • ସଂ. ବି (ଅବ+ତନ୍ସ ଧାତୁ=ଭୂଷିତକରିବା+କରଣ. ଅ) — ଭୂଷଣ; ଅଳଙ୍କାର — Ornament
  • ସଂ. ବି (ଅବ+ତନ୍ସ ଧାତୁ=ଭୂଷିତକରିବା+କରଣ. ଅ) — କର୍ଣ୍ଣଭୂଷଣ — Ear-ornament
  • ସଂ. ବି (ଅବ+ତନ୍ସ ଧାତୁ=ଭୂଷିତକରିବା+କରଣ. ଅ) — ଶିରୋଭୂଷଣ; କିରୀଟ — Diadem; crown
  • ସଂ. ବି (ଅବ+ତନ୍ସ ଧାତୁ=ଭୂଷିତକରିବା+କରଣ. ଅ) — (ସମାସରେ ବଂଶବାଚକ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ରଘୁବଂଶାବତଂସ)—ଭୂଷଣସ୍ୱରୂପ ବଂଶର ଯୋଗ୍ୟ ବ୍ୟକ୍ତି — (a person who is) The glory of a race or family