ଅପରିମେୟ Aparimeya

  • ସଂ. ବିଣ (ଅ=ନୁହେ+ପରିମେଯ) — ଯାହାର ପରିମାଣ ହୋଇ ନ ପାରେ; ଅସୀମ — Illimitable
  • ସଂ. ବିଣ (ଅ=ନୁହେ+ପରିମେଯ) — ଅପରିମିତ; ଅତ୍ୟନ୍ତ — Immeasurable; immense