ଅପରିଷ୍କୃତ Aparishkṛuta

  • ସଂ. ବିଣ (ଅ=ନୁହେ+ପରିଷ୍କୃତ=ମାର୍ଜ୍ଜିତ) — ଅମାର୍ଜିତ — Not cleansed; not refined
  • ସଂ. ବିଣ (ଅ=ନୁହେ+ପରିଷ୍କୃତ=ମାର୍ଜ୍ଜିତ) — ମଳିନ — Dirty; slovenly