ଅପରିଷ୍କାର Aparishkāra

  • ସଂ. ବି. (ଅ=ନୁହେ+ପରିଷ୍କାର=ନିର୍ମଳତା) — ଅନିର୍ମଳତା — Impurity; uncleanness
  • ଦେ. ବିଣ — ଅପରିଷ୍କୃତ; ମଳିନ; ଅନିର୍ମଳ; ଅମାର୍ଜିତ — Unclean
  • ଦେ. ବିଣ — ଅଶୁଦ୍ଧ — Impure;
  • ଦେ. ବିଣ — ଅସ୍ପଷ୍ଟ — Indistinct; vague; indefinite