ଅପରିମାଣ Aparimāṇa

  • ସଂ. ବିଣ (ବହୁବ୍ରୀହି; ଅ=ନାହିଁ+ପରିମାଣ) — ଅସୀମ; ଅପରିମିତ; ଅତ୍ୟନ୍ତ — Without measure; immense