ଅପରିପକ୍ୱ Aparipakwa

  • ସଂ. ବିଣ. (ଅ=ନୁହେ+ପରିପକ୍ୱ=ଉତ୍ତମରୂପେ ପକ୍ୱ) — ଅପକ୍ୱ — Not quite ripe
  • ସଂ. ବିଣ. (ଅ=ନୁହେ+ପରିପକ୍ୱ=ଉତ୍ତମରୂପେ ପକ୍ୱ) — ଅପରିଣତ — Immature
  • ସଂ. ବିଣ. (ଅ=ନୁହେ+ପରିପକ୍ୱ=ଉତ୍ତମରୂପେ ପକ୍ୱ) — କୌଶଳହୀନ — Unskilful