ଅପରିମିତ Aparimita

  • ସଂ. ବିଣ (ଅ=ନୁହେ+ପରିମିତ) — ଅସଂଖ୍ୟ — Innumerable
  • ସଂ. ବିଣ (ଅ=ନୁହେ+ପରିମିତ) — ପ୍ରଚୁର — Immense
  • ସଂ. ବିଣ (ଅ=ନୁହେ+ପରିମିତ) — ଅସୀମ — Limitless
  • ସଂ. ବିଣ (ଅ=ନୁହେ+ପରିମିତ) — ଅତ୍ୟଧିକ — Immoderate