ଅନ୍ଧକ Andhaka
- ସଂ. ବି. ପୁଂ (ଅନ୍ଧ+ସ୍ୱାର୍ଥେ. କ) — ଅନ୍ଧ ଋଷିବିଶେଷ — Name of a blind Sage
- ସଂ. ବି. ପୁଂ (ଅନ୍ଧ+ସ୍ୱାର୍ଥେ. କ) — [ଦ୍ର—ଏହାଙ୍କ ପୁଅକୁ ଦଶରଥ ଶବ୍ଦଭେଦୀ ବାଣରେ ମାରି ପକାଇବାରୁ ଋଷିଙ୍କ ଅଭିଶାପ ଫଳରେ ଦଶରଥ ମୃତ୍ୟୁକାଳରେ ପୁଅମାନଙ୍କୁ ଦେଖି ପାରିଲେ ନାହିଁ।]
- ସଂ. ବି. ପୁଂ (ଅନ୍ଧ+ସ୍ୱାର୍ଥେ. କ) — ରାକ୍ଷସବିଶେଷ — A demon
- ସଂ. ବି. ପୁଂ (ଅନ୍ଧ+ସ୍ୱାର୍ଥେ. କ) — ସାତ ବର୍ଷେ ଅନ୍ଧକ ହୋଇଲା ସଂହାର / ତହୁଁ ହରଷରେ ହର ଆସନ୍ତେ ନଗର। ସାରଳା ମହାଭାରତ, ମଧ୍ୟ।
- ସଂ. ବି. ପୁଂ (ଅନ୍ଧ+ସ୍ୱାର୍ଥେ. କ) — [ଦ୍ର—ମହାଦେବ ଏ ରାକ୍ଷସକୁ ମାରିଥିଲେ।]
- ସଂ. ବି. ପୁଂ (ଅନ୍ଧ+ସ୍ୱାର୍ଥେ. କ) — ଯଦୁବଂଶୀୟ ରାଜାବିଶେଷ — Name of a king of the family of J̄adu
- ସଂ. ବି. ପୁଂ (ଅନ୍ଧ+ସ୍ୱାର୍ଥେ. କ) — ଅନ୍ଧକାର — Darkness
- ସଂ. ବିଣ. ପୁଂ. (ଅନ୍ଧ+ସ୍ୱାର୍ଥେ. କ) — ଅନ୍ଧ — Blind
- ଦେ.ବି. (ନାମ) — ମହିଷାସୁରର ମନ୍ତ୍ରୀ ରକ୍ଷ ଭକ୍ଷକର ପଣନାତି — The name of a minister of Mahishāsura and the great-grandson of Raksha bhakshaka