ଅନ୍ଧକାନ୍ତକ Andhakāntaka
- ସଂ. ବି—(ଅନ୍ଧକ+ଅନ୍ତକ=ଶତ୍ରୁ) ଅନ୍ଧକରିପୁ (ଦେଖ) — Andhakaripu (See)
- ସଂ. ବି—(ଅନ୍ଧକ+ଅନ୍ତକ=ଶତ୍ରୁ) ତୀର୍ଥବିଶେଷ (ଏଠାରେ ମହାଦେବ ଅନ୍ଧକ ନାମକ ଅସୁରକୁ ମାରିଥିଲେ) — Name of a sacred place where Mahādeba killed the demon Andhaka
- ସଂ. ବି—(ଅନ୍ଧକ+ଅନ୍ତକ=ଶତ୍ରୁ) ଅନ୍ଧକ ବିନାଶି ତହିଁ ରହିଲେ ଧୂର୍ଜଟୀ / ଅନ୍ଧକ ଅନ୍ତକ ବୋଲି ହେଲା ତୀର୍ଥ ଗୋଟି। ମାର୍କଣ୍ଡେୟ ପୁରାଣ।