ଅନ୍ଧକରିପୁ Andhakaripu

  • ସଂ.ବି. [ 6 ଷ୍ଠୀ ତତ୍; ଅନ୍ଧକ (ରାକ୍ଷସ)+ରିପୁ=ଶତ୍ରୁ] — (ଅନ୍ଧକ ରାକ୍ଷସର ବଧକର୍ତ୍ତା) ଶିବ — The God Ṡiba
  • ସଂ.ବି. [ 6 ଷ୍ଠୀ ତତ୍; ଅନ୍ଧକ (ରାକ୍ଷସ)+ରିପୁ=ଶତ୍ରୁ] — (ଅନ୍ଧକ=ଅନ୍ଧକାର+ରିପୁ) ସୂର୍ଯ୍ୟ — The sun