ଅନ୍ଧକୂପ Andhaku̲pa
- ସଂ. ବି. (ଅନ୍ଧ=ଅନ୍ଧକାରମୟ+କୂପ=କୂଅ) — ଅନ୍ଧକାରମୟ କୂପ ବା ଗର୍ତ୍ତ — A dark pit or a black hole
- ସଂ. ବି. (ଅନ୍ଧ=ଅନ୍ଧକାରମୟ+କୂପ=କୂଅ) — ଅବ୍ୟବହୃତ ଅନ୍ଧାରିଆ କୂଅ — A dark unused well
- ସଂ. ବି. (ଅନ୍ଧ=ଅନ୍ଧକାରମୟ+କୂପ=କୂଅ) — ନରକ ବିଶେଷ — A dark part of hell
- ସଂ. ବି. (ଅନ୍ଧ=ଅନ୍ଧକାରମୟ+କୂପ=କୂଅ) — ବାୟୁଚଳନଶୂନ୍ୟ ଅନ୍ଧକାର ଗୃହ — Unventilated dungeon
- ସଂ. ବି. (ଅନ୍ଧ=ଅନ୍ଧକାରମୟ+କୂପ=କୂଅ) — ଯେଉଁ ଗାତ ବା ଖଣିର ଉପରେ ପତ୍ର ଓ ଡାଳ ଘୋଡ଼ିଆ ହୋଇଥାଏ; ଏଥିରେ ପ୍ରାଣୀମାନେ ଗଳି ପଡ଼ନ୍ତି — A hidden well; a pit-fall