ଅନ୍ଧତମସ୍ Andhatamas

  • ସଂ. ବି. (ଅନ୍ଧ=ନିବିଡ଼+ତମସ୍=ଅନ୍ଧକାର) — ନିବିଡ଼ ଅନ୍ଧକାର — Blinding darkness
  • ସଂ. ବି. (ଅନ୍ଧ=ନିବିଡ଼+ତମସ୍=ଅନ୍ଧକାର) — କିଟିକିଟିଆ ଅନ୍ଧାର; ଭାରି ଅନ୍ଧାର — Utter gloom; pitch darkness