ଅନ୍ଧ Andha

  • ସଂ. ବିଣ. (ଅନ୍ଧ ଧାତୁ+ଅ) — ଯାହାର ଦିଓଟିଯାକ ଚକ୍ଷୁ ନାହିଁ; ଚକ୍ଷୁହୀନ; ଦୃଷ୍ଟିଶକ୍ତି- ହୀନ — Blind; stark-blind
  • ସଂ. ବିଣ. (ଅନ୍ଧ ଧାତୁ+ଅ) — ନିବିଡ଼ — Dense
  • ସଂ. ବିଣ. (ଅନ୍ଧ ଧାତୁ+ଅ) — ନିବିଡ଼ ଅନ୍ଧକାରମୟ — Dark; pitch dark
  • ସଂ. ବିଣ. (ଅନ୍ଧ ଧାତୁ+ଅ) — ଯାହା ସ୍ପଷ୍ଟ ଦେଖାଯାଏ ନାହିଁ — Dim
  • ସଂ. ବି — ଅନ୍ଧକାର — Darkness
  • ସଂ. ବି — ଘନାନ୍ଧକାର — Pitch darkness
  • ସଂ. ବି — ଜଳ — Water
  • ସଂ. ବି — ପୁଂ. ଅନ୍ଧମନୁଷ୍ୟ — Blind man
  • ସଂ. ବି — ପାର୍ବତ୍ୟଜାତିବିଶେଷ — Name of a hilly tribe
  • ଦେ. ବିଣ. (ଗାଳି) — ଅବୁଝାମଣା; ଅବିଚାରକ — Unjust
  • ଦେ. ବିଣ. (ଗାଳି) — (ଗାଳି) ଆଖି ଥାଉଁ ଥାଉଁ ଯେ ଅନ୍ଧ ପରି କାର୍ଯ୍ୟ କରେ — (a person) Who acts as if he has no eyes