ଅନ୍ତର୍ Antar

  • ସଂ. ଅ. (ଅନ୍ତ=ଶେଷ+ରା=ଗ୍ରହଣ କରିବା+କ୍ୱିପ୍) ଏହା ଅନ୍ୟ ଶବ୍ଦର ପୂର୍ବରେ ବ୍ୟବହୃତ ହୋଇ ନିମ୍ନଲିଖିତ ଅର୍ଥମାନ ବୁଝାଏ — ମଧ୍ୟରେ (ଯଥା—ଅନ୍ତର୍ଭୁକ୍ତ; ଅନ୍ତର୍ଗତ) — Within
  • ସଂ. ଅ. (ଅନ୍ତ=ଶେଷ+ରା=ଗ୍ରହଣ କରିବା+କ୍ୱିପ୍) ଏହା ଅନ୍ୟ ଶବ୍ଦର ପୂର୍ବରେ ବ୍ୟବହୃତ ହୋଇ ନିମ୍ନଲିଖିତ ଅର୍ଥମାନ ବୁଝାଏ — ଶେଷରେ (ଯଥା—ଅନ୍ତଃସୀମା) — At the end
  • ସଂ. ଅ. (ଅନ୍ତ=ଶେଷ+ରା=ଗ୍ରହଣ କରିବା+କ୍ୱିପ୍) ଏହା ଅନ୍ୟ ଶବ୍ଦର ପୂର୍ବରେ ବ୍ୟବହୃତ ହୋଇ ନିମ୍ନଲିଖିତ ଅର୍ଥମାନ ବୁଝାଏ — ଦୂର (ଯଥା—ଅନ୍ତର୍ଜାତୀୟ) — Distant
  • ସଂ. ଅ. (ଅନ୍ତ=ଶେଷ+ରା=ଗ୍ରହଣ କରିବା+କ୍ୱିପ୍) ଏହା ଅନ୍ୟ ଶବ୍ଦର ପୂର୍ବରେ ବ୍ୟବହୃତ ହୋଇ ନିମ୍ନଲିଖିତ ଅର୍ଥମାନ ବୁଝାଏ — ବ୍ୟବଧାନ (ଯଥା—ଅନ୍ତରାଳ) — Space
  • ସଂ. ଅ. (ଅନ୍ତ=ଶେଷ+ରା=ଗ୍ରହଣ କରିବା+କ୍ୱିପ୍) ଏହା ଅନ୍ୟ ଶବ୍ଦର ପୂର୍ବରେ ବ୍ୟବହୃତ ହୋଇ ନିମ୍ନଲିଖିତ ଅର୍ଥମାନ ବୁଝାଏ — ମନଃସମ୍ବନ୍ଧୀୟ (ଯଥା—ଅନ୍ତର୍ବ୍ଯଥା) — Mental
  • ସଂ. ଅ. (ଅନ୍ତ=ଶେଷ+ରା=ଗ୍ରହଣ କରିବା+କ୍ୱିପ୍) ଏହା ଅନ୍ୟ ଶବ୍ଦର ପୂର୍ବରେ ବ୍ୟବହୃତ ହୋଇ ନିମ୍ନଲିଖିତ ଅର୍ଥମାନ ବୁଝାଏ — ହୃଦୟରେ (ଯଥା—ଅନ୍ତର୍ଜ୍ୱାଳା) — Heart