ଅନ୍ତରୀପ Antarīpa

  • ସଂ. ବି. (ଅନ୍ତର=ଶେଷ; ସୀମା+ଅପ=ଜଳ+ଅ; ଯହିଁର ଶେଷରେ ବା ସୀମାରେ ଜଳ ଥାଏ) — (ଭୂଗୋଳ) ତିନିଦିଗରେ ଜଳବେଷ୍ଟିତ ସରୁଆ ଭୂମିଖଣ୍ଡ — Cape; promontory; headland
  • ସଂ. ବି. (ଅନ୍ତର=ଶେଷ; ସୀମା+ଅପ=ଜଳ+ଅ; ଯହିଁର ଶେଷରେ ବା ସୀମାରେ ଜଳ ଥାଏ) — ଦ୍ୱୀପ — Island