ଅନ୍ତରୀକ୍ଷ Antarīksha
- ସଂ. ବି. (ଅନ୍ତର=ମଧ୍ୟ+ରିକ୍ଷ=ନକ୍ଷତ୍ର+ଅ; ଯାହା ମଧ୍ୟରେ ନକ୍ଷତ୍ର ଦେଖା ଯାଆନ୍ତି ବା ଅନ୍ତର=ମଧ୍ୟ+ଈକ୍ଷ ଧାତୁ=ଦେଖିବା+ଅ; ଯାହା ମଧ୍ୟ ଦେଇ ଦେଖାଯାଏ।) — ଆକାଶ; ଗଗନମଣ୍ଡଳ; ଶୂନ୍ୟ — The sky; etherial space
- ସଂ. ବି. (ଅନ୍ତର=ମଧ୍ୟ+ରିକ୍ଷ=ନକ୍ଷତ୍ର+ଅ; ଯାହା ମଧ୍ୟରେ ନକ୍ଷତ୍ର ଦେଖା ଯାଆନ୍ତି ବା ଅନ୍ତର=ମଧ୍ୟ+ଈକ୍ଷ ଧାତୁ=ଦେଖିବା+ଅ; ଯାହା ମଧ୍ୟ ଦେଇ ଦେଖାଯାଏ।) — ଅଭ୍ରଧାତୁ; ମେଘନାଳ — Mica