ଅନୁଷେକ Anusheka

  • ସଂ. ବି. (ଅନୁ=ପଶ୍ଚାତ୍+ସିଚ ଧାତୁ =ଛିଞ୍ଚିବା+ଭାବ. ଅ ଷତ୍ୱ ବିଧାନାନୁସାରେ 'ସ' ସ୍ଥାନରେ 'ଷ') — ପୁନର୍ବାର ଜଳ ସେଚନ; ପୁଣି ଛିଞ୍ଚିବା — Rewatering; resprinkling