ଅନୁଷ୍ଠିତ Anushṭhita

  • ସଂ. ବିଣ(ଅନୁ+ସ୍ଥାଧାତୁ+କର୍ମ. ତ) — ଆରବ୍ଧ — Begun; commenced; started
  • ସଂ. ବିଣ(ଅନୁ+ସ୍ଥାଧାତୁ+କର୍ମ. ତ) — ନିଷ୍ପନ୍ନ; ସମ୍ପାଦିତ; କୃତ — Done; executed; effected
  • ସଂ. ବିଣ(ଅନୁ+ସ୍ଥାଧାତୁ+କର୍ମ. ତ) — ପ୍ରତିଷ୍ଠିତ — Instituted
  • ସଂ. ବିଣ(ଅନୁ+ସ୍ଥାଧାତୁ+କର୍ମ. ତ) — ସମ୍ପାଦିତ ହେବାପାଇଁ ଗୃହୀତ — Undertaken; taken in hand