ଅନୁଷ୍ଠାତା Anushṭhātā
- ସଂ. ବିଣ. ପୁଂ (ଅନୁ+ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ଯେ ଅନୁଷ୍ଠାନ କରେ; ଅନୁଷ୍ଠାନକର୍ତ୍ତା — Founding; establishing
- ସଂ. ବି — ପ୍ରତିଷ୍ଠାନକର୍ତ୍ତା ବ୍ୟକ୍ତି; ଯେ କୌଣସି କାର୍ଯ୍ୟ ପ୍ରଥମରୁ ଆରମ୍ଭ କରେ — A founder; one who starts or undertakes any work