ଅନୁଷ୍ଟୁପ୍ Anushṭup

  • ସଂ. ବି. (ଅନୁ+ସ୍ତୁନଭ୍ ଧାତୁ=ସ୍ତବ୍ଧ ହେବା+ସଂଜ୍ଞାର୍ଥ କର୍ମ. କ୍ୱିପ୍) — ଅଷ୍ଟାକ୍ଷାରାବୃତ୍ତି; ବେଦୋକ୍ତ ଛନ୍ଦବିଶେଷ; ଏଥିରେ ଚାରିଗୋଟି ପାଦ; ପ୍ରତି ପାଠରେ ଆଠ ଅକ୍ଷର ଥାଏ ଓ ଅଷ୍ଟମ ଅକ୍ଷରରେ ଯତିପାତ ହୁଏ — A kind of Vedic metre consisting of four lines of eight syllables each
  • ସଂ. ବି. (ଅନୁ+ସ୍ତୁନଭ୍ ଧାତୁ=ସ୍ତବ୍ଧ ହେବା+ସଂଜ୍ଞାର୍ଥ କର୍ମ. କ୍ୱିପ୍) — [ଅନୁଷ୍ଟୁପ୍ ଛନ୍ଦର ଉଦାହରଣ
  • ସଂ. ବି. (ଅନୁ+ସ୍ତୁନଭ୍ ଧାତୁ=ସ୍ତବ୍ଧ ହେବା+ସଂଜ୍ଞାର୍ଥ କର୍ମ. କ୍ୱିପ୍) — ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ। ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ। ଭଗବଦ୍ଗୀତା।
  • ସଂ. ବି. (ଅନୁ+ସ୍ତୁନଭ୍ ଧାତୁ=ସ୍ତବ୍ଧ ହେବା+ସଂଜ୍ଞାର୍ଥ କର୍ମ. କ୍ୱିପ୍) — ଦେ. ବି.—(ନାମ)ଋଷିବିଶେଷ — Name of a sage
  • ସଂ. ବି. (ଅନୁ+ସ୍ତୁନଭ୍ ଧାତୁ=ସ୍ତବ୍ଧ ହେବା+ସଂଜ୍ଞାର୍ଥ କର୍ମ. କ୍ୱିପ୍) — ଅନୁଷ୍ଟୁପ୍ ଋଷି ବୋଲେ ଭାରତ ସମରେ, ସେନାପତି ହୋଇବୁ ତୁ କୁରୁଙ୍କ ଥାଟରେ। ସାରଳା ମହାଭାରତ, ଉଦ୍ଯୋଗ।
  • ସଂ. ବି. (ଅନୁ+ସ୍ତୁନଭ୍ ଧାତୁ=ସ୍ତବ୍ଧ ହେବା+ସଂଜ୍ଞାର୍ଥ କର୍ମ. କ୍ୱିପ୍) — ସରସ୍ୱତୀ — The Goddess of Learning