ଅନୁଯୋଗ Anuj̄oga
- ସଂ. ବି. (ଅନୁ=ପଶ୍ଚାତ+ଯୁଜ୍ ଧାତୁ=ଯୋଗ କରିବା+ ଭାବ. ଅ, — ପ୍ରଶ୍ନ — Question
- ସଂ. ବି. (ଅନୁ=ପଶ୍ଚାତ+ଯୁଜ୍ ଧାତୁ=ଯୋଗ କରିବା+ ଭାବ. ଅ, — ତିରସ୍କାର — Censure; reproof
- ସଂ. ବି. (ଅନୁ=ପଶ୍ଚାତ+ଯୁଜ୍ ଧାତୁ=ଯୋଗ କରିବା+ ଭାବ. ଅ, — ଆକ୍ଷେପପ୍ରକାଶ — Expression of regret
- ସଂ. ବି. (ଅନୁ=ପଶ୍ଚାତ+ଯୁଜ୍ ଧାତୁ=ଯୋଗ କରିବା+ ଭାବ. ଅ, — ଅଭିଯୋଗ; ନାଲିସ୍ — Complaint
- ସଂ. ବି. (ଅନୁ=ପଶ୍ଚାତ+ଯୁଜ୍ ଧାତୁ=ଯୋଗ କରିବା+ ଭାବ. ଅ, — ପ୍ରାର୍ଥନା — Prayer
- ସଂ. ବି. (ଅନୁ=ପଶ୍ଚାତ+ଯୁଜ୍ ଧାତୁ=ଯୋଗ କରିବା+ ଭାବ. ଅ, — କେହି ଅଯତ୍ନ, ଅନାଦର ବା ଅପକାର କଲେ ତାହା ସମକ୍ଷରେ ବା ତାହାର ଆତ୍ମୀୟ ବ୍ୟକ୍ତିଙ୍କ ନିକଟରେ ଅନାଦୃତ ବ୍ୟକ୍ତିର ଆକ୍ଷେପ ପ୍ରକାଶ — Expression of one's grief against a person for an insult done to the complaining person