ଅନୁଯୋକ୍ତା Anuj̄oktā

  • ସଂ. ବିଣ.ସ୍ତ୍ରୀ—(ଅନୁ+ଯୁଜ୍ ଧାତୁ+କର୍ତ୍ତୃ. ତୃ 1 ମା. 1 ବ) — ଅନୁଯୋଗକାରୀ; ଅନାଦରକାରୀ ବ୍ୟକ୍ତି ନିକଟରେ ଆକ୍ଷେପ ପ୍ରକାଶକାରୀ (ଅନାଦୃତ ବ୍ୟକ୍ତି) — Expressing grief at another's insult
  • ସଂ. ବିଣ.ସ୍ତ୍ରୀ—(ଅନୁ+ଯୁଜ୍ ଧାତୁ+କର୍ତ୍ତୃ. ତୃ 1 ମା. 1 ବ) — ପ୍ରଶ୍ନକାରୀ — (one) Who puts questions; questioning
  • ସଂ. ବିଣ.ସ୍ତ୍ରୀ—(ଅନୁ+ଯୁଜ୍ ଧାତୁ+କର୍ତ୍ତୃ. ତୃ 1 ମା. 1 ବ) — ତିରସ୍କାର କରିବା ବ୍ୟକ୍ତି — (one) Who censures; censuring