ଅନୁଯୁକ୍ତ Anuj̄ukta

  • ସଂ. ବିଣ (ଅନୁ=ପଶ୍ଚାତ୍+ଯୁଜ୍ ଧାତୁ=ଯୋଗ କରିବା+ କର୍ମ. ତ) — ଜିଜ୍ଞାସିତ — Asked; questioned
  • ସଂ. ବିଣ (ଅନୁ=ପଶ୍ଚାତ୍+ଯୁଜ୍ ଧାତୁ=ଯୋଗ କରିବା+ କର୍ମ. ତ) — ତିରସ୍କୃତ — Reproached; taken to task
  • ସଂ. ବି. ପୁଂ(ଅନୁ+ଯୁକ୍ତ) — ବେତନଦାତା ଛାତ୍ର — A paying student; a student who pays for his tuition