ଅନୁବାକ Anubāka
- ସଂ. ବି. (ଅନୁ+ବତ ଧାତୁ=କହିବା+ଅ) — ପୁନରୁକ୍ତି — Repetition
- ସଂ. ବି. (ଅନୁ+ବତ ଧାତୁ=କହିବା+ଅ) — ବେଦସୂକ୍ତର ଅଧ୍ୟାୟ — A 'chapter of Vedic hymns; a selection of Vedic texts
- ସଂ. ବି. (ଅନୁ+ବତ ଧାତୁ=କହିବା+ଅ) — ସନ୍ଥ; ଗୁରୁ ଶିଷ୍ୟଙ୍କୁ ଦେବା ପାଠ — A lesson given by a teacher to a disciple