ଅନୁବର୍ତ୍ତୀ Anubarttī

  • ସଂ. ବିଣ. ପୁଂ. (ଅନୁ+ବୃତ୍ତ ଧାତୁ=ସେବା କରିବା+ ଇନ. 1 ମା. 1 ବ.) — ଅନୁସରଣକାରୀ — Following after
  • ସଂ. ବିଣ. ପୁଂ. (ଅନୁ+ବୃତ୍ତ ଧାତୁ=ସେବା କରିବା+ ଇନ. 1 ମା. 1 ବ.) — ଯେ ଅନ୍ୟର ମତ ଅନୁସାରେ କାର୍ଯ୍ୟ କରେ — Acting according to
  • ସଂ. ବିଣ. ପୁଂ. (ଅନୁ+ବୃତ୍ତ ଧାତୁ=ସେବା କରିବା+ ଇନ. 1 ମା. 1 ବ.) — ଆଜ୍ଞାବହ — Obedient; subservient
  • ସଂ. ବିଣ. ପୁଂ. (ଅନୁ+ବୃତ୍ତ ଧାତୁ=ସେବା କରିବା+ ଇନ. 1 ମା. 1 ବ.) — ପଶ୍ଚାତ୍ ବର୍ତ୍ତୀ; ସହଗାମୀ — Going after