ଅନୁବାଦକ Anubādaka

  • ସଂ. ବିଣ. ପୁଂ. (ଅନୁ+ବଦ୍ ଧାତୁ+କର୍ତ୍ତୃ. ଅକ) — ଯେ ଏକ ଭାଷାରୁ ଅନ୍ୟ ଭାଷାରେ ତର୍ଜମା କରେ — Interpreter; translator
  • ସଂ. ବିଣ. ପୁଂ. (ଅନୁ+ବଦ୍ ଧାତୁ+କର୍ତ୍ତୃ. ଅକ) — ଯେ ପୁନଃପୁନଃ କହେ — One who repeats