ଅନୁନୟ Anunaya
- ସଂ. ବି. (ଅନୁ=ପଶ୍ଚାତ୍+ନୀ ଧାତୁ+ଅ) — ବିନୟ — Courtesy
- ସଂ. ବି. (ଅନୁ=ପଶ୍ଚାତ୍+ନୀ ଧାତୁ+ଅ) — ସ୍ତୁତିବାକ୍ୟ; ପ୍ରାର୍ଥନା — Solicitation; apology; prayer; entreaty
- ସଂ. ବି. (ଅନୁ=ପଶ୍ଚାତ୍+ନୀ ଧାତୁ+ଅ) — ପ୍ରଣାମ — Salutation
- ସଂ. ବି. (ଅନୁ=ପଶ୍ଚାତ୍+ନୀ ଧାତୁ+ଅ) — କ୍ରୋଧୋପନୟନ — pacification of anger by prayer; conciliation