ଅନୁନାସିକ Anunāsika
- ସଂ. ବିଣ (ଅନୁ+ନାସା+ଇକ=ନାସାଦ୍ୱାରା ଉଚ୍ଚାରଣ କରିବାର ଅବ୍ୟବହିତ ପରେ ଯେଉଁ ଶବ୍ଦ ଉତ୍ପନ୍ନ ହୁଏ) — (ବ୍ୟାକରଣ) ନାସା ସାହାଯ୍ୟରେ ଉଚ୍ଚାରିତ (ବର୍ଣ୍ଣ ବା ଧ୍ୱନି) — (grammar) Nasal (letter or sound)
- ସଂ. ବିଣ (ଅନୁ+ନାସା+ଇକ=ନାସାଦ୍ୱାରା ଉଚ୍ଚାରଣ କରିବାର ଅବ୍ୟବହିତ ପରେ ଯେଉଁ ଶବ୍ଦ ଉତ୍ପନ୍ନ ହୁଏ) — ନାସା ସାହାଯ୍ୟରେ ଉଚ୍ଚାରିତ — Pronounced with the help of nose
- ସଂ. ବି. (ବ୍ୟାକରଣ) — ଯେଉଁ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ନାସିକାର ସାହାଯ୍ୟ ନିଆଯାଏ (ଯଥା—ଙ, ଞ୍ଚ, ଣ, ନ, ମ, ଂ, ଓ, ଁ) — Letters with nasal sounds e.g. ṅ, n̄, ṇ, na, ma, ṁ & ñ