ଅନୁଦ୍ଯୋଗ Anudj̄oga

  • ସଂ. ବି. (ନ+ଉଦ୍ଯୋଗ; ଉଦ୍ଯୋଗ ବା ଆୟୋଜନର ଅଭାବ) — ଯତ୍ନ ବା ଉଦ୍ଯୋଗର ଅଭାବ — Indolence; want of readines; want of energy; inactivity