ଅନୁଧ୍ୟାୟୀ Anudhyāyī

  • ସଂ. ବିଣ. ପୁଂ (ଅନୁ=ପଶ୍ଚାତ୍+ଧ୍ୟୈ ଧାତୁ= ଧ୍ୟାନ କରିବା; ଚିନ୍ତା କରିବା+ ଇନ୍. 1 ମା. 1 ବ.) — ଯେ ଅନୁଧ୍ୟାନ କରେ; ଅନୁଚିନ୍ତାକାରୀ — One who looks back upon an action