ଅନୁନାଦ Anunāda

  • ସଂ. ବି (ଅନୁ=ପଶ୍ଚାତ୍+ନଦ ଧାତୁ+ଅ; ଶବ୍ଦ ହେବା ପରେ ଯେଉଁ ଶବ୍ଦ କିଛି କାଳ ପର୍ଯ୍ୟନ୍ତ ଶୁଣାଯାଏ) — ରାହା — Reverberation; vibration
  • ସଂ. ବି (ଅନୁ=ପଶ୍ଚାତ୍+ନଦ ଧାତୁ+ଅ; ଶବ୍ଦ ହେବା ପରେ ଯେଉଁ ଶବ୍ଦ କିଛି କାଳ ପର୍ଯ୍ୟନ୍ତ ଶୁଣାଯାଏ) — ପ୍ରତିଧ୍ୱନି — Echo